Jump to content

ଦୋଓଡ଼ା

ଉଇକିଅଭିଧାନ‌ରୁ

ଦୋଓଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅପରାହ୍ନରେ କରାଯିବା ଭୋଜନ; ଦିବସର ଦ୍ୱିତୀୟ ଭୋଜନ —Afternoon meal; lunch; the second meal of the day.

ବିଶେଷଣ -

[ସମ୍ପାଦନା]

ଦୁଇଥର ଭାଙ୍ଗ କରାଯାଇଥିବା (ଲୁଗା, କାଗଜ) — Folded double.