ଦୋଓଡ଼ା

ଉଇକିଅଭିଧାନ‌ରୁ

ଦୋଓଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅପରାହ୍ନରେ କରାଯିବା ଭୋଜନ; ଦିବସର ଦ୍ୱିତୀୟ ଭୋଜନ —Afternoon meal; lunch; the second meal of the day.

ବିଶେଷଣ -[ସମ୍ପାଦନା]

ଦୁଇଥର ଭାଙ୍ଗ କରାଯାଇଥିବା (ଲୁଗା, କାଗଜ) — Folded double.