ଦୋକାନ

ଉଇକିଅଭିଧାନ‌ରୁ

ଦୋକାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦୁକାନ୍)[ସମ୍ପାଦନା]

୧. ପଣ୍ୟଶାଳା — ୧. Shop; stall.
୨. କାରଖାନା —୨. Workshop.
୩. ଯେଉଁଠାରେ ପଣ୍ୟଦ୍ରବ୍ୟମାନ ଖୁଚୁରା ବିକ୍ରି ହୁଏ — ୩. Retail-shop.

[ ଦ୍ର—ଯେଉଁଠାରେ ପଣ୍ୟଦ୍ରବ୍ୟମାନ ବହୁ ପରିମାଣରେ (ଥୋକ୍ରେ) ବିକ୍ରି ହୁଏ ତାକୁ ଗୋଦାମ କହନ୍ତି ]