ଦୋକାନଦାର୍

ଉଇକିଅଭିଧାନ‌ରୁ

ଦୋକାନଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦୁକାନ୍ଦାର୍)[ସମ୍ପାଦନା]

୧. ଦୋକାନର ସ୍ୱାମୀ; ଦୋକାନୀ — ୧. The owner of a shop.
୨. ଯଉଁ ବ୍ୟକ୍ତି ଦୋକାନରେ ବସି ବିକାକିଣା କରେ — ୨. Shopkeeper.