ଦୋଗଲା
ଦେଖଣା
ଦୋଗଲା
ଉଚ୍ଚାରଣ
[ସମ୍ପାଦନା](ବୋଗ୍ଲା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ଦୋଗଲହ୍—ହିନ୍ଦୀ - ଶଦ୍ଦସାଗର)
[ସମ୍ପାଦନା]- ୧. ବର୍ଣ୍ଣସଙ୍କର —୧. Of mixed descent.
- ୨. ଜାରଜ —୨. Bastard.
- ୩. ଦୁଇ ବିଭିନ୍ତ ଜାତୀୟ ଜୀବଙ୍କ ସଙ୍ଗମରୁ ଉତ୍ପନ୍ନ — ୩. Mongrel; hybrid.
- ୪. ଯେଉଁ ବ୍ୟକ୍ତିର ମନ ଗୋଟିଏ କାର୍ଯ୍ୟରେ ଏକାଗ୍ର ହୋଇ ଲାଗେ ନାହିଁ —୪. Absent-minded; unable to concentrate attention to one matter only at a time.