ଦୋମୁଣ୍ଡିଆ

ଉଇକିଅଭିଧାନ‌ରୁ

ଦୋମୁଣ୍ଡିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି ଓ ମୁଣ୍ଡ)[ସମ୍ପାଦନା]

ଏକ ପ୍ରକାର ସରୁ ସାପ — A kind of small serpent Amphisbaena.

[ ଦ୍ର—ଏହାର ମୁହଁ ପାଖ ଓ ଲାଙ୍ଗୁ଼ଡ଼ ପାଖ ଏକାପରି ଦେଖା ଯିବାରୁ ଲୋକେ ଏହାର ଦୁଇଟି ମୁଣ୍ଡ ଅଛି ବୋଲି ଭ୍ରମରେ କହି ଥାଆନ୍ତି ଏହାର ବର୍ଣ୍ଣ ପାଟଳ ଓ ଦେହରେ କାତି ନ ଥାଏ]

ବିଶେଷଣ -[ସମ୍ପାଦନା]

(ଲକ୍ଷଣାର୍ଥ) ଯେଉଁ ଲୋକ ପରସ୍ପବିପକ୍ଷ ଉଭୟଙ୍କ ସଙ୍ଗରେ ମିଳି ଥାଏ —Espousing the cause of two opposite sides.