ଦୋରଖା
ଦୋରକ୍କା, ଦୋରକ୍ଖା ଅନ୍ୟରୂପ
ଦୁଇ ପିଠିରେ ଏକ ରକମ ଫୁଲ କାମ ବୁଣା ହୋଇଥିବା (ବସ୍ତ୍ର); ଯେଉଁ ଲୁଗାର ସଦର ମଫସଲ ନ ଥାଏ — (a cloth) Having the same design on both sides
(ଯଥା—ଦୋରକା ଶାଲ)