ଦୋରବସ୍ତ
ଦେଖଣା
ଦୋରବସ୍ତ
ଉଚ୍ଚାରଣ
[ସମ୍ପାଦନା](ଦୋରୋବସ୍ତ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦ. କ୍ରି.ବିଶେଷଣ - (ଫାରାସୀ - ଦୋରୋବସ୍ତ୍)
[ସମ୍ପାଦନା]- ୧. ଗୋଟା ସୁଦ୍ଧା —୧. Entirely; wholly.
- ୨. ସମ୍ପୂର୍ଣ୍ଣରୂପେ —୨. Totally.
- ୩. ବିବାକ୍ —୩. Completely; wholly.
- ୪. ଆଦୌ; ଜମାରୁ —୪. At all.
ବିଶେଷଣ -
[ସମ୍ପାଦନା]- ୧. ଗୋଟାକ ଯାଗ —୧. Entire; whole.
- ୨. ସମୁଦାୟ —୨. All.