ଦୋରା

ଉଇକିଅଭିଧାନ‌ରୁ

ଦୋରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ବୈଦେଶିକ - (ତୈଲଙ୍ଗ)ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

୧. ଶୂଦ୍ର ଜାତି— ବିଶେଷର ଉପାଧି —୧. Family-title of cortain Ṡūdras in Ganjam.

[ ଦ୍ର—ଏମାନେ ଜାଈ କାଠିରେ ପାଛିଆ, ପଟି ଆଦି ବୁଣନ୍ତି]

୨. ରାଜକୀୟ ଗ୍ରାମ୍ୟ କର୍ମଚାରୀବିଶେଷ — ୨. Name of a village revenue-officer.

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

(ଆ) ଦଉରା (ଦେଖି) Daurā (See)

ପ୍ରାଦେଶିକ - (ଗଡ଼ଜାତ, ଜୟପୁର, ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

କଣ୍ଡାଦୋର (ଦେଖ) - Kaṇḍādorā (See)