ଦୋଳି

ଉଇକିଅଭିଧାନ‌ରୁ

ଦୋଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୋଳା)[ସମ୍ପାଦନା]

୧. ଦୋଳା — ୧. Swinging chair; a swing.

ଏଣୁ ଦୋଳିରେ ବସିବା ପରି ହେଲେ କୃଷ୍ଣସିଂହ. ମହାଭାରତ. ବନ

୨. (ଆଦରାର୍ଥ) ଦୋଳଗୋବିନ୍ଦର ଡାକ ନାମ — ୨. A name for calling Doḻagobinda.