ଦୋଶାଲ
ଦେଖଣା
ଦୋଶାଲ
ଉଚ୍ଚାରଣ
[ସମ୍ପାଦନା](ଦୋଶାଲା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦୁଶାଲା; ତୁଳ ସଂସ୍କୃତ - ଦ୍ୱି+ଶାଟୀ)
[ସମ୍ପାଦନା]ଏକତ୍ର ଯୋଡ଼ା ହୋଇଥିବା ଦୁଇ ଖଣ୍ଡ ଶାଲ — A pair of shawls put together.
[ ଦ୍ର—ଶାଲ ଶବ୍ଦ ସଙ୍ଗେ ଏହି ଶବ୍ଦ ସହଚରରୂପେ ବ୍ୟବହୃତ ହୁଏ ଯଥା—ଶାଲ ଦୋଶାଲ—ବହୁମୁଲ୍ୟର ଶୀତ ବସ୍ତ୍ରମାନ]