ଦୋଶାଲ

ଉଇକିଅଭିଧାନ‌ରୁ

ଦୋଶାଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦୋଶାଲା—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦୁଶାଲା; ତୁଳ ସଂସ୍କୃତ - ଦ୍ୱି+ଶାଟୀ)[ସମ୍ପାଦନା]

ଏକତ୍ର ଯୋଡ଼ା ହୋଇଥିବା ଦୁଇ ଖଣ୍ଡ ଶାଲ — A pair of shawls put together.

[ ଦ୍ର—ଶାଲ ଶବ୍ଦ ସଙ୍ଗେ ଏହି ଶବ୍ଦ ସହଚରରୂପେ ବ୍ୟବହୃତ ହୁଏ ଯଥା—ଶାଲ ଦୋଶାଲ—ବହୁମୁଲ୍ୟର ଶୀତ ବସ୍ତ୍ରମାନ]