ଦୌବାରିକ

ଉଇକିଅଭିଧାନ‌ରୁ

ଦୌବାରିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦୌବାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ହାର+ନିଯୁକ୍ତାର୍ଥ. ଇକ, ନିପାତନ)[ସମ୍ପାଦନା]

୧. ଦ୍ୱାରୀ —୧. A door keeper; porter.
୨. ଦ୍ୱାରପାଳ —୨. A guard at the gate.