ଦୌଲତ

ଉଇକିଅଭିଧାନ‌ରୁ

ଦୌଲତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]

୧. ଐଶ୍ୱର୍ଯ୍ୟ; ଧନ ସମ୍ପତ୍ତି — ୧. Riches.
୨. ଅଚଳାଚଳ ସମ୍ପତ୍ତି — ୨. Affluence; prosperity.

ମୁଁ କେବଳ ମୋ ନାମ ଲେଖି ଜାଣେ, ଏତେ ଦୌଲତ କମାଇଲି ଫକୀରମୋହନ. ଛମାଣ, ଆଠଗୁଣ୍ଠ

୩. ଆଡ଼ମ୍ୱର; ଜାଁକଜକମ —୩. Grandeur.

[ଦ୍ରଷ୍ଟବ୍ୟ —ଏହା ଧନ ଶବ୍ଦ ସଙ୍ଗେ ସହଚର ରୂପ ବ୍ୟବହୃତ ହୁଏ, ଯଥା—ଧନ ଦୌଲତ=ଟଙ୍କା ଟୋକର; ବିଷୟ ସମ୍ପତ୍ତି]