ଦୌହତ୍ରୀ

ଉଇକିଅଭିଧାନ‌ରୁ

ଦୌହତ୍ରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦୌହିତ୍ରକ)[ସମ୍ପାଦନା]

[[]] ୧ ଦୌହିତ୍ରୀକ ]] ୧ (ଦେଖ) - ୧. D&aline;&uline;hitrīka ୧ (See)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୨. ଝିଅର ଝିଅ; ନାତୁଣୀ — ୨. Daughter's daughter.

[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ର ଅନୁସାରେ ଅପୁତ୍ରକ ବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତି ତାହାର କନ୍ୟା ଓ କନ୍ୟାର ପୁତ୍ରମାନେ ଉତ୍ତରାଧିକାରୀରୂପେ ପ୍ରାପ୍ତ ହୁଅନ୍ତି]