ଦୌହିତ୍ର

ଉଇକିଅଭିଧାନ‌ରୁ

ଦୌହିତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦୋହିତ୍ରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦୁହିତୃ+ଅପତ୍ୟାର୍ଥେ. ଅ)[ସମ୍ପାଦନା]

୧. ଝିଅର ପୁଅ; ନାତି — ୧. Daughter's son.
୨. ଖଡ୍ଗ (ହିନ୍ଦୀ - ଶବ୍ଦସାଗର) —୨. Sword.
୩. ତିଳ (ହିନ୍ଦୀ - ଶବ୍ଦସାଗର) —୩. Sessamun.
୪. ଗୁଆଘିଅ; ଗବ୍ୟଘୃତ (ହିନ୍ଦୀ - ଶବ୍ଦସାଗର) — ୪. Ghee from cow's milk.