Jump to content

ଦ୍ରାବିତ

ଉଇକିଅଭିଧାନ‌ରୁ

ଦ୍ରାବିତ

ଉଚ୍ଚାରଣ

[ସମ୍ପାଦନା]
(ଦ୍ରାବିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦ୍ର ଧାତୁ ଣିଚ ଦ୍ରାବି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଦ୍ରବୀକୃତ —୧. Melted; liquefied; molten.
୨. ପାଣିରେ ଗୋଳିଆ ଯାଇଥିବା —୨. Dissolved.
୩. ବିତାଡ଼ିତ —୩. Expelled; driven away.