Jump to content

ଦ୍ୱୟ

ଉଇକିଅଭିଧାନ‌ରୁ

ଦ୍ୱୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦ୍ୱୟୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ଅବୟବାର୍ଥେ. ଅୟ)[ସମ୍ପାଦନା]

୧. ଦୁଇ ସଂଖ୍ୟା — ୧. Two.
୨. ଯୋଡ଼ା; ଯୁଗ୍ମ —୨. Pair; couple; brace.
୩. ଉଭୟ —୩. Both.
୪. ଦୋନାବୁଡ଼ିଆ ରୀତି —୪. Duplicity (Apte).
୫. ଅସତ୍ୟ୍ୟତା —୫. Untruthfulness (Apte).
୬. (ବ୍ୟାକରଣ) ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ — ୬. The masculine and the feminine gender in grammar.

[ ଦ୍ର—ଏହା ଅନ୍ୟ ଶବ୍ଦ ପରେ ଉଭୟ ବା ଦୁଇ ଅର୍ଥରେ ବ୍ୟବହୃତ ହୁଏ ଯଥା—ଛାତ୍ରଦ୍ୱୟ; ପଦଦ୍ୱୟ; ଚକ୍ଷୁଦ୍ୱୟ ଇତ୍ୟାଦି]

ବିଶେଷଣ -[ସମ୍ପାଦନା]

୧. ଦ୍ୱିତୀୟ —୧. Second.
୨. ଦୁଇ ସଂଖ୍ୟକ —୨. Numbering two.