Jump to content

ଧଅଳାଇବା

ଉଇକିଅଭିଧାନ‌ରୁ

ଧଅଳାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଧବଳରୁ ଓଡ଼ିଆ ନାମ ଧାତୁ; ତୁଳ. ସଂସ୍କୃତ - ଧବଳାୟତେ=ଧଳା ପାଲଟଛି)

[ସମ୍ପାଦନା]
୧. ଧବଳିତ କରିବା —୧. To whiten.
୨. ଘରର କାନ୍ଥ ଆଦିକୁ ପାଣିଆଁ ଚୁନରେ ସଫେଦି କରିବା — ୨. To whitewash.