ଧଅ ବୋଇଲେ କାମୁଡି ପକାଉଛି
ଦେଖଣା
ଧଅ ବୋଇଲେ କାମୁଡି ପକାଉଛି
ଉଚ୍ଚାରଣ
[ସମ୍ପାଦନା]=== ଦେଶଜ - (ବ୍ୟଙ୍ଗ୍ୟ; ବାକ୍ୟ)
ଦନ୍ଥରା ହତିଆର ବା ଅକର୍ମଣ୍ୟ କୁକୁରର କାର୍ଯ୍ୟକାରିତାର ଅଭାବ ଦେଖିଲେ ବ୍ୟଙ୍ଗ୍ୟଭାବରେ ସାଧାରଣତଃ ଏହି ବାକ୍ୟ ପ୍ରଯୁକ୍ତ ହୁଏ —An ironical expression used in respect of a blunt weapon or a worthless dog.