ଧକଚକିଆ

ଉଇକିଅଭିଧାନ‌ରୁ

ଧକଚକିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧକଚକେଈ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଯେ ବୃଥାରେ ଗୁଡ଼ାଏ ବାକ୍ୟବ୍ୟୟ କରେ; ଗପଡ଼ି —Wrangling; babbling; talkative.