Jump to content

ଧକଚକ ଲଗେଇବା

ଉଇକିଅଭିଧାନ‌ରୁ

ଧକଚକ ଲଗେଇବା

ଉଚ୍ଚାରଣ

[ସମ୍ପାଦନା]

ଧକଡ଼ଚକଡ଼ ଲଗାଇବା, ଧକଚକେଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତି ସଙ୍ଗେ ବୃଥା ବାକ୍ ବିତଣ୍ଡା କରିବା — To have a wordy fight with another; to wrangle; to prattle.