ଧକାଇବା
ଦେଖଣା
ଧକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧକାଇବା
|
ଧକିବା଼, ଧକେଇ ହେବାଅନ୍ୟରୁପ
ଦେଶଜ - ନ୍ତ୍ର. (ସଂସ୍କୃତ - ଧକ୍କ୍ ଧାତୁ=ପ୍ରହାର କରିବା; ଧୁକ୍ଷ୍ ଧାତୁ=କ୍ଲେଶ ଦେବା)
[ସମ୍ପାଦନା]- ୨. ଧକ୍କା ମାରିବା — ୧. To push violently with the arms.
- ୨. ପରିଶ୍ରମ ପରେ ଖରଶ୍ୱାସ ମାରିବା — ୨. To gasp; to pant.
ତେବା ହେଲେ ତକଲୁ ନ ପାରିଲେ ଟେକି ରହିଲେ ଅଧିରଥଙ୍କର ସୁତ ଧକି କୃଷ୍ଣସିଂହ. ମହାଭାରତ. କର୍ଣ୍ଣ
ଅନୁବାଦ
[ସମ୍ପାଦନା]- ୩. ଅସହ୍ୟ ଗ୍ରୀଷ୍ମ ଯୋଗୁଁ ଖର ଶ୍ୱାର ମାରିବା — ୩. To pant on account of extreme heat.
ଲଣ୍ଡା ତରୁ ସନ୍ଧ—କିବରେ ଧକେଇ ହେଉଣ ଥାନ୍ତି ବିହଙ୍ଗେ ରାଧାନାଥ. ଯଯାତି କୁକୁର x x x ଡେମ୍ପେ ଜିଭଟା କାଢି ପକାଇ ଧକାଉଅଛି ଫକୀରମୋହନ, ଛମାଣ ଆଠଗୁଣ୍ଠ
- ୪. ଧକ ଧକ ହେବା; ସ୍ପନ୍ଦିତ ହେବା — ୪. To palpitate; to throb.