ଧକା ସହିବା
ଦେଖଣା
ଧକା ସହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧକା ସହିବା
|
ଧକା ସମ୍ଭାଳିବା, ଧକା ସମାଳିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ଆଘାତ ବା ବିପଦାଦିର ଚୋଟକୁ ସମ୍ଭାଳିବା — To bear the brunt of a blow or misfortune; to weather a blow; to hold out stoutly against a danger or blow.