ଧକ୍ସକ୍
ଧକ୍ସକ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧକଲସକଲ, ଧକେଇସକେଇଅନ୍ୟରୂପ
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
କଇଁ କଇଁ କାନ୍ଦିବା — Weeping bitterly with gasping; sobbing; moaning.
ଦେଶଜ - ବିଶେଷଣ -[ସମ୍ପାଦନା]
କଇଁ କଇଁ ହୋଇ କାନ୍ଦୁଥିବା —Weeping with gasping; sobbing.
କ୍ରି.ବିଶେଷଣ -[ସମ୍ପାଦନା]
କଇଁ କଇଁ ହୋଇ —Sobbingly.
ଧକସକ କାନ୍ଦ୍ ନାଁ ମୁଁ ଅଳଲିଣୀ, ଦୀପ ଲଗେଇ ଦେଖ୍ ପିଠି ମୁଁ ଲାଭ— ଚୋରା ଭାବ ପାଇଲିଣି—ଢଗ