ଧକ୍ ଧକ୍
ଦେଖଣା
ଧକ୍ ଧକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଧକ୍—ଅନ୍ୟରୂପ)
ସଂସ୍କୃତ - ଅ
[ସମ୍ପାଦନା]ଅଗ୍ନି ଶିଖାର ଜ୍ୟୋତି; ଅନଳର ଉଜ୍ଜଳ ଜ୍ୟୋତି — Blazing of a flame; glow of fire; glitter of fire.
- ୨. ବଥ ଆଦି ବିନ୍ଧିବା ବା ଯନ୍ତ୍ରଣା ଦେବା; ବେଦନା — ୧. Feeling of acute pain in boils and wounds; aching pain.
- ୩. ଛାତି ଥରିବା; ଦକ ଦକ — ୩. Throbbing; palpitation.
ଦେଶଜ - ବିଶେଷଣ -
[ସମ୍ପାଦନା]ଧୁ ଧୁ ହୋଇ ଜଳୁଥିବା — Blazing; burning with a flame.
ସହସ ଅନଳେ ଧକ ଧକ ହୋଇ ଜଳିଲା ଚିତା ରାଧାନାଥ ଉଷା
ଦେଶଜ - କ୍ରିବିଶେଷଣ -
[ସମ୍ପାଦନା]ହୁ ହୁ ହୋଇ — In a blazing manner.
ତୁଷାନଳ ଜଳେ ଧକ ଧକ ତଥା ହୃଦୟ ହୋଇଲା ଦକ ଦକ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି