ଧଙ୍କସ ଗଡ଼
ପ୍ରାଚୀନ ଉତ୍କଳର ଅନାର୍ଯ୍ୟ ରାଜାଙ୍କର ଗୋଟିଏ ଦୁର୍ଗ —Name of a stronghold of a non-aryan Raja of ancient Orissa
[ଦ୍ରଷ୍ଟବ୍ୟ —କେହି କେହି ଏହାକୁ ଢେଙ୍କା ବା ଆଧୁନିକ ଢେଙ୍କାନାଳ ବୋଲି ଅନୂମାନ କରନ୍ତି ]