ଧଟ
ଦେଖଣା
ଧଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧଣ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ; ନ ସ୍ଥାନରେ ଟ ଆଦେଶ)
[ସମ୍ପାଦନା]- ୧. ଧଡ଼ା; ତୁଳା ଯନ୍ତ୍ର; ନିକିତି — ୧. Scales; balance.
- ୨. ତୁଳା ପରୀକ୍ଷା; ନିକିତିଦ୍ୱାରା ଅପରାଧୀର ପରୀକ୍ଷା — ୨. Ordeal by the balance.
- ୩. ତୁଳା ରାଶି — ୩. The sign Libra of the zodiac.
- ୪. ୪୨: ରତି ଓଜନ — ୪. A standard weight of ୪୨ ratis.
- ୫. ଧର୍ମ (ହିନ୍ଦୀ - ଶବ୍ଦସାଗର) —୫. Religion.
- ୬. ଧବ ଗଛ (ଜ୍ଞାନେନ୍ଦ୍ର) — ୬. Anogeissus Latifolia (tree).