ଧଟ

ଉଇକିଅଭିଧାନ‌ରୁ

ଧଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧଣ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ; ନ ସ୍ଥାନରେ ଟ ଆଦେଶ)[ସମ୍ପାଦନା]

୧. ଧଡ଼ା; ତୁଳା ଯନ୍ତ୍ର; ନିକିତି — ୧. Scales; balance.
୨. ତୁଳା ପରୀକ୍ଷା; ନିକିତିଦ୍ୱାରା ଅପରାଧୀର ପରୀକ୍ଷା — ୨. Ordeal by the balance.
୩. ତୁଳା ରାଶି — ୩. The sign Libra of the zodiac.
୪. ୪୨: ରତି ଓଜନ — ୪. A standard weight of ୪୨ ratis.
୫. ଧର୍ମ (ହିନ୍ଦୀ - ଶବ୍ଦସାଗର) —୫. Religion.
୬. ଧବ ଗଛ (ଜ୍ଞାନେନ୍ଦ୍ର) — ୬. Anogeissus Latifolia (tree).