ଧଡ଼
ଦେଖଣା
ଧଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୃ ଧାତୁରୁ ଧର; ଧାରଣ କରିବା; ଯାହା ମସ୍ତକକୁ ଧାରଣ କରେ)
[ସମ୍ପାଦନା]- ୧. କବନ୍ଧ; ମସ୍ତକହୀନ ଓ ହସ୍ତପଦ ହୀନ ଦେହ; ସ୍ପନ୍ଧଠାରୁ କଟିଦେଶ ପର୍ଯ୍ୟନ୍ତ ଦେହି; ଶରୀରର ସ୍ଥୂଳ ମଧ୍ୟଭାଗ —୧. Headless trunk.
ପୁରୁଷାଙ୍ଗ ତୋର ଶ୍ୱାନ ଝିଙ୍କଇ କାମୋଡ଼ି କମ୍ପାଇ ସମଗ୍ର ଧଡ଼— ରାଧାନାଥ. ଶୁଶାନଦୃଶ୍ୟ
- ୨. ସାରଶୂନ୍ୟ ବହିରାବରଣ —୨. Frame; outward cover without the inner contents.
(ଯଥା—ତହସିଲଦାର ଜମିଦାରୀରୁ ସବୁ ରସଯାକ ଟାଣି ନେଇ ଜମିଦାରଙ୍କ ପାଇଁ ଖାଲି ଧଡ଼ଟି ରଖି ଯାଇଛନ୍ତି)
- ୩. ଶରୀର; ଦେହ —୩. Body.
(ଯଥା—ବୁଢ଼ା ବୟସରେ ଆଉ ମୋ ଧଡ଼ ଚଳିବାକୁ ନାହିଁ)
- ୪. ଅସ୍ଥିକଙ୍କାଳମାତ୍ରାବଶିଷ୍ଟ ଶରୀର — ୪. Skeleton only.
(ଯଥା—ନ ଖାଇ ନ ପିଇ ତା ଧଡ଼ ରହିଲାଣି)
- ୫. ଗଛର ଗଣ୍ଡି; ଗଛର ମୂଳ ଓ ଡାଳ ଅଂଶ ବାଦ୍ ବାକି ଲମ୍ୱ ଓ ସ୍ଥୁଳ ଅଂଶ —୫. The trunk of a tree.