Jump to content

ଧଡ଼

ଉଇକିଅଭିଧାନ‌ରୁ

ଧଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୃ ଧାତୁରୁ ଧର; ଧାରଣ କରିବା; ଯାହା ମସ୍ତକକୁ ଧାରଣ କରେ)

[ସମ୍ପାଦନା]
୧. କବନ୍ଧ; ମସ୍ତକହୀନ ଓ ହସ୍ତପଦ ହୀନ ଦେହ; ସ୍ପନ୍ଧଠାରୁ କଟିଦେଶ ପର୍ଯ୍ୟନ୍ତ ଦେହି; ଶରୀରର ସ୍ଥୂଳ ମଧ୍ୟଭାଗ —୧. Headless trunk.

ପୁରୁଷାଙ୍ଗ ତୋର ଶ୍ୱାନ ଝିଙ୍କଇ କାମୋଡ଼ି କମ୍ପାଇ ସମଗ୍ର ଧଡ଼— ରାଧାନାଥ. ଶୁଶାନଦୃଶ୍ୟ

୨. ସାରଶୂନ୍ୟ ବହିରାବରଣ —୨. Frame; outward cover without the inner contents.

(ଯଥା—ତହସିଲଦାର ଜମିଦାରୀରୁ ସବୁ ରସଯାକ ଟାଣି ନେଇ ଜମିଦାରଙ୍କ ପାଇଁ ଖାଲି ଧଡ଼ଟି ରଖି ଯାଇଛନ୍ତି)

୩. ଶରୀର; ଦେହ —୩. Body.

(ଯଥା—ବୁଢ଼ା ବୟସରେ ଆଉ ମୋ ଧଡ଼ ଚଳିବାକୁ ନାହିଁ)

୪. ଅସ୍ଥିକଙ୍କାଳମାତ୍ରାବଶିଷ୍ଟ ଶରୀର — ୪. Skeleton only.

(ଯଥା—ନ ଖାଇ ନ ପିଇ ତା ଧଡ଼ ରହିଲାଣି)

୫. ଗଛର ଗଣ୍ଡି; ଗଛର ମୂଳ ଓ ଡାଳ ଅଂଶ ବାଦ୍ ବାକି ଲମ୍ୱ ଓ ସ୍ଥୁଳ ଅଂଶ —୫. The trunk of a tree.