ଧଡ଼ରା
ଦେଖଣା
ଧଡ଼ରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଶ୍ଳଥ — ୧. Slaqck; loose.
- ୨. ସେମଟା —୨. Wrinked.
(ଯଥା—ପାକଳ ହୋଇ ନ ଥିବା ଆମ୍ୱକୁ ଆଣି ଘରେ ପଚାଇଲେ ତାହା ପାଚି ନ ପାରି ଧଡ଼ରା ହୋଇଯାଏ)
- ୩. ଦୁର୍ବଳ —୩. Very weak; weakned
(ଧଡ଼ରୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଶ୍ଳଥଚର୍ମା — With the skin wrinkled.
(ଯଥା—୮ ବରଷର ଧଡ଼ରା ବୁଢ଼ାଠେଇଁ ଫେର୍ ଏତିକି ବେଲି ଅଛି)