ଧଡ଼ର ଧଡ଼ର
ଧଡ଼ଧଡ଼ (ଦେଖ) - — Dhaṟḍ̠a dhaṟḍ̠a (See)
ଲୁଗା ଚୁପୁଡ଼ିବାକୁ ବେଳ ନାହିଁ ଲୁଗା ଧଡ଼ର ଧଡ଼ର ବାଜି ଗୋଡ଼ତଳେ ଝର ଝର ହୋଇ ପାଣି ବୋହି ପଡ଼ୁଅଛି— ଫକୀରମୋହନ ଛମାଣ ଆଠଗୁଣ୍ଠ