ଧଡ଼ସ
ଦେଖଣା
ଧଡ଼ସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଧଡ଼ସ
|
ଦେଶଜ - ବି—ଦେଶଜ - ବି(ସଂସ୍କୃତ - ଧୃଷ୍ ଧାତୁ= ହିଂସା କରିବୀ, କ୍ରୋଧ କରିବା, ପ୍ରଗଲଭ ହେବା)
[ସମ୍ପାଦନା]- ୧. ଧମସ; ଶୀଘ୍ର ଚାଲିବାର ବେଗ —୧. Great velocity or force of movement.
(ଯଥା—ସେ ଭାରି ଧଡ଼ସରେ ଚାଲିଯାଉଛି)
- ୨. ସାହସ; ହେମତ୍ —୨. Courage.
(ଯଥା—ତାର ଭାରି ଧଡ଼ସ)
- ୩. ଚାଲିବାର ହପ୍ପା ବା ଥର — ୩. One stretch of walking (e. G. to walk ୧୦ miles at one stretch)
(ଯଥା—ମୁଁ ଏକାଧଡ଼ସକେ ୫ କୋଶ ବାଟ ଚାଲି ଆଇଲି)
- ୪. ଧମକ —୪. Threat.
(ଯଥା—ସେ ମତେ ଭାରି ଧଡ଼ସ ଦେଖାଯାଉଛି)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଝଟିତି)
[ସମ୍ପାଦନା]ଅତିଶୀଘ୍ର — Very quickly.
ଧଡ଼ସ ହୋଇ ଉଠିଲା ମୂର୍ଛା ସେ ଯାଇଁ ପଡ଼ିଲା ଅତି ଶୋକରର ହୋଇ କାଳୀ ଖୋଜଇ—ପ୍ରାଚୀ ଜଳଚରିତ