Jump to content

ଧଡ଼ସ୍

ଉଇକିଅଭିଧାନ‌ରୁ

ଧଡ଼ସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଡ଼ କେନାଲ୍ରେ ସ୍ଥାନେ ସ୍ଥାନେ ଶଗଡ଼ ଆଦି ଗଡ଼ିକରି ଯିବାପାଇଁ କରା ଯାଇଥିବା ଗଡ଼ନ୍ତି; ଗଡ଼ା — Sloping or inclined passages made across canals or diches for the passage of carts.