ଧଡ଼ି
ଦେଖଣା
ଧଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାର=ରେଖା)
[ସମ୍ପାଦନା]- ୧. ଲୁଗାର ଧାର; ଲୁଗାର ଲମ୍ୱ ପାଖର ଧାରରେ ଯେଉଁ ରଙ୍ଗିନ୍ ସୁତା ବୁଣା ଯାଇ ଥାଏ —୧. Broder or hem of a cloth.
[ଦ୍ରଷ୍ଟବ୍ୟ —ଲୁଗାର ଲମ୍ୱପାଖରେ ଦୁଇ ଧାରକୁ ଧଡ଼ି ଓ ଚଉଡ଼ାରେ ଦୁଇ ଧାରକୁ ମୁହଁ ବା ଅଞ୍ଚଳା ବୋଲାଯାଏ]
- ୨. (ସଂସ୍କୃତ - ଧଟା) ଛିଣ୍ଡାକନା —୨. Rag.
ନରକୁଁ ବାହାରିଲେ ନରଜନ୍ମ ପାଏ ଅଣ୍ଟାରେ ଧଡ଼ି ବାନ୍ଧି ନିତି ବୁଲୁଥାଏ କୃଷସିଂହ. ମହାଭାରତ. ଅନୁଶାସନ
- ୪. ଅପର୍ତ୍ତିଆଣି ବାଳକବାଳିକାଙ୍କ ନାମ —୪. A name given to a boy or girl who was born after the death of his or her elder, while an anfant.