ଧଡ଼ି

ଉଇକିଅଭିଧାନ‌ରୁ

ଧଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାର=ରେଖା)[ସମ୍ପାଦନା]

୧. ଲୁଗାର ଧାର; ଲୁଗାର ଲମ୍ୱ ପାଖର ଧାରରେ ଯେଉଁ ରଙ୍ଗିନ୍ ସୁତା ବୁଣା ଯାଇ ଥାଏ —୧. Broder or hem of a cloth.

[ଦ୍ରଷ୍ଟବ୍ୟ —ଲୁଗାର ଲମ୍ୱପାଖରେ ଦୁଇ ଧାରକୁ ଧଡ଼ି ଓ ଚଉଡ଼ାରେ ଦୁଇ ଧାରକୁ ମୁହଁ ବା ଅଞ୍ଚଳା ବୋଲାଯାଏ]

୨. (ସଂସ୍କୃତ - ଧଟା) ଛିଣ୍ଡାକନା —୨. Rag.

ନରକୁଁ ବାହାରିଲେ ନରଜନ୍ମ ପାଏ ଅଣ୍ଟାରେ ଧଡ଼ି ବାନ୍ଧି ନିତି ବୁଲୁଥାଏ କୃଷସିଂହ. ମହାଭାରତ. ଅନୁଶାସନ


୪. ଅପର୍ତ୍ତିଆଣି ବାଳକବାଳିକାଙ୍କ ନାମ —୪. A name given to a boy or girl who was born after the death of his or her elder, while an anfant.