ଧଡ଼ିଆ
ଦେଖଣା
ଧଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧଟୀ; ଡୋରକ)
[ସମ୍ପାଦନା]ମସ୍ତକର କେଶରେ ବାନ୍ଧିବା ଡୋରି ବା ପାଟଫୁଲି —A tape or string to tie the hair with.
ଦେଶଜ - ବିଣ—(ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ନାଲି ଧଡ଼ିଆ, ଫୁଲଧଡ଼ିଆ)
[ସମ୍ପାଦନା]- ୧. ଧଡ଼ିବିଶିଷ୍ଟ —୧. Having a hem; bordered (cloth).
- ୨. (ସଂସ୍କୃତ - ଦୁର୍ବଳ) କୃଶ; ଦୁର୍ବଳ — ୨. Emaciated; lean; feeble.
- ଉଦାହରଣ: ମଲା ଏ କଚେରିରେ ସେ ଯୋଉଁ ଧଡ଼ିଆ ହୋଇଁ ମରୁକୁଟିଆ ବୁଢ଼ାଟା ଅଛି ଜାଲିମ୍ ଫେର୍ କି ଦେଖିବା — ଭିକାରୀ. କଟକବିଜୟ
- ୩. ପତଳା —୩. Thin.
- ୪. ଜୀର୍ଣ୍ଣ (ବସ୍ତ୍ର) — ୪. Worn out; reduced to rags.