ଧଡ଼ି ଛିଣ୍ଡେଇବା
କୌଣସି ବ୍ୟକ୍ତିକୁ ପରିଶ୍ରମ କରାଇ ଏକାନ୍ତ ଅବସନ୍ନ କରି ପକାଇବା; ନାକାନ୍ତ କରିବା — To tire out a person by causing him to labour very hard.