Jump to content

ଧଡ଼ ପଡ଼

ଉଇକିଅଭିଧାନ‌ରୁ

ଧଡ଼ ପଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଅତିଶୀଘ୍ର — ୧. Quickly, speedily.

ଧଡ଼ ପଡ଼ ହୋଇ ଚିରିଲେ ଯାଇ ଘାସ କୃଷ୍ଣସିଂହ. ମହାଭାରତ. ବନ

୨. ସ୍ପନ୍ଦନ ସହକାରେ —୨. Pālpitating; throbbing.

(ଯଥା—ମୋ ବୁକୁ ଧଡ଼ପଡ଼ ହଉଛି)

୩. ଛଟପଟ; ଉଚ୍ଛନ୍ନ; ଅସ୍ଥିର — ୩. Restless; writhing in agony.

(ଯଥା—ମୋ ମନଟା ସେ ଖବର ଶୁଣିଲାବେଳୁ ଧଡ଼ପଡ଼ ହଉଛି)

୪. ଫଡ଼ଫଡ଼ ଶବ୍ଦ —୪. Fluttering sound.
୫. ପକ୍ଷୀ ଡେଣାକୁ ଭୂଇଁରେ ବାଡ଼େଇବାର ଶବ୍ଦ — ୫ Sound produced by a bird striking its pinions on the ground.

ବନ୍ଧନେ ଥାଲି ଜାଲ ମଧେ ବେନି ବାଳକ ଧଡ଼ପଡ଼େ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ