ଧଡ୍କାଇବା

ଉଇକିଅଭିଧାନ‌ରୁ

ଧଡ୍କାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଧକ୍କ ଧାତୁ; ଧଡକିବାର ଣିଜନ୍ତରୂପ)[ସମ୍ପାଦନା]

୧. ଡରାଇବା; ଧମକାଇବା — ୧. To threaten; to terrify.
୨. ଗାଳି ଆଦିଦ୍ୱାରା ହୃତ୍କମ୍ପ ଉପସ୍ଥିତ କରାଇବା — ୨. To cause palpitation of the heart with abuse or threatening.