ଧଣତା
ଦେଖଣା
ଧଣତା
ଉଚ୍ଚାରଣ
[ସମ୍ପାଦନା](ଧଣନ୍ତା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଧଣତା
|
ଦେଶଜ - ବିଶେଷଣ -
[ସମ୍ପାଦନା]ପାଣିଚିଆ (ଖାଦ୍ୟ; ପାଣି ମିଶିବାରୁ ବିସ୍ୱାଦ (ଖାଦ୍ୟ) — Having its taste spoiled on account of the presence of too much disproportionate water.
[ଦ୍ରଷ୍ଟବ୍ୟ —ସଜ ପଖାଳରେ ଆମ୍ୱିଳା ତୋଡ଼ାଣି ନ ମିଶିଲେ କିମ୍ୱା ଭାତ ଗରମ ଥାଉ ଥାଉ ତହିଁରେ ପାଣି ମିଶାଇ ସଙ୍ଗେ ସଙ୍ଗେ ତାକୁ ଖାଇଲେ ତାହା ବିସ୍ୱାଦ ଲାଗେ, ଏପରି ଭାତକୁ ଧଣତା ବା ଧଣନ୍ତା ଭାତ ବୋଲାଯାଏ]