ଧଣୁଆଁ

ଉଇକିଅଭିଧାନ‌ରୁ

ଧଣୁଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବରଡ଼—ବିପରୀତ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦୋହନୀୟା)[ସମ୍ପାଦନା]

ଯେଉଁ ଗାଈ ଦୁଧ ଦେଉଥାଏ; ଯେଉଁ ଗାଈଠାରୁ ଦୁଧ ଦୁହାଁ ହେଉ— ଥାଏ —Milch (cow); giving milk.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଦୁହାଁଳୀ ଗାଈ —Milch cow.