ଧଣ୍ଡା

ଉଇକିଅଭିଧାନ‌ରୁ

ଧଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ୱ ଦେଖା ଯିବାରୁ)[ସମ୍ପାଦନା]

୧. ବେକରୁ ପାଦ ପର୍ଯ୍ୟନ୍ତ ଲମ୍ୱି ଥିବା ଫୁଲର ବଡ଼ ମାଳ —୧. A big wreath of flowers.
ଉଦହରଣ: ଗହବ ଚମ୍ପା ଧଣ୍ଡା; ମିର୍ମିତ ଗଜଶୁଣ୍ଡା — କବିସୂର୍ଯ୍ୟ. ସଙ୍ଗୀତ
୨. ଆଖୁର ଗୋଟିଏ ଗଛ ବା ଦଣ୍ଡ ୨. One stick of sugarcane.
୩. ପ୍ରସାଦୀ ମାଳା; ଦେବତାଙ୍କ ବେକରେ ଲମ୍ୱିତ ପୁଷ୍ପମାଳା; ଯାହା ଦେବତାଙ୍କଠାରୁ କଢ଼ା ଯାଇ ଭକ୍ତକୁ ଦିଆ— ଯାଏ; ଦେବତାଙ୍କ ଛଡ଼ା ମାଳ —୩. A wreath of flowers put on an idol and afterwards brought down from it.
ଉଦହରଣ: ସୁଗନ୍ଧ ବାସ ରସ ପୁଷ୍ପ ଧଣ୍ଡା; ଦିଅଙ୍କୁ ଦିଅଇ ବାସନା ପଣ୍ଡା — ପ୍ରାଚୀ. ପରଚେଗୀତା
୪. (ସଂସ୍କୃତ - ଜୟନ୍ତ) ପତାକା; ଝଣ୍ଡା; ବଡ଼ ପତାକା — ୪. An ensign; a big flage; a standard.
ଉଦହରଣ: ମାତଙ୍ଗ ଧଣ୍ଡା ଟମକ ମିଶାଣ; ତାଲ ତରବାର କଟାଣୀ ପୁଣ — ବ୍ରଜନାଥ. ସମରତରଙ୍ଗ
୫. (ସଂସ୍କୃତ - ଡୁଣ୍ଡୁଭ) ଧଣ୍ଡ (ଦେଖ) — ୫. Dhaṇḍa (See)
ଉଦହରଣ: ପାଣିହୁଳା ଧଣ୍ଡା ତିତି ଆଦି ଏ ସାପ ରହିଲା ପଟଧରି କର୍ଣ୍ଣଙ୍କ ସତ୍ରାପେ — କୃଷ୍ଣସିଂହ. ମହାଭାରତ; କର୍ଣ୍ଣ