ଧତଡ଼ୀ

ଉଇକିଅଭିଧାନ‌ରୁ

ଧତଡ଼ୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

୧. ଅତିବୁଦ୍ଧ ଦୁର୍ବଳା ଓ (ସ୍ତ୍ରୀ) — ୧. Decrepit (woman); infirm.
୨. ଜରାଜୀର୍ଣ୍ଣା; ବହୁ ସନ୍ତାନ ପ୍ରସବ କରିଥିବା ଯୋଗୁଁ ବୁଢ଼ୀ ଓ ଶୀର୍ଣ୍ଣା; ଧଡ଼ୀ —୨. Worn out on account of having given brith to many children and of oldage.
୩. ଶ୍ଳଥ ଚର୍ମବିଶିଷ୍ଟ(ସ୍ତ୍ରୀ) —୩. (a woman) with the skin wrinkled.
୪. ରୋଗ ବା ବୃଦ୍ଧାବସ୍ଥା ଯୋଗୁଁ ଯାହା ଦେହରେ ଚର୍ମାଦି ଶ୍ଳଥ ହୋଇଅଛି —୪. Wrinkled and wasted on account of old age or disease.