ଧତରୀ
ଦେଖଣା
ଧତରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଅତିବୁଦ୍ଧ ଦୁର୍ବଳା ଓ (ସ୍ତ୍ରୀ) — ୧. Decrepit (woman); infirm.
- ୨. ଜରାଜୀର୍ଣ୍ଣା; ବହୁ ସନ୍ତାନ ପ୍ରସବ କରିଥିବା ଯୋଗୁଁ ବୁଢ଼ୀ ଓ ଶୀର୍ଣ୍ଣା; ଧଡ଼ୀ —୨. Worn out on account of having given brith to many children and of oldage.
- ୩. ଶ୍ଳଥ ଚର୍ମବିଶିଷ୍ଟ(ସ୍ତ୍ରୀ) —୩. (a woman) with the skin wrinkled.
- ୪. ରୋଗ ବା ବୃଦ୍ଧାବସ୍ଥା ଯୋଗୁଁ ଯାହା ଦେହରେ ଚର୍ମାଦି ଶ୍ଳଥ ହୋଇଅଛି —୪. Wrinkled and wasted on account of old age or disease.