ଧନଦ
ଦେଖଣା
ଧନଦ
ଉଚ୍ଚାରଣ
[ସମ୍ପାଦନା](ଧନଦା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧନ+ଦା ଧାତୁ=ଦାନ କରିବା=କର୍ତ୍ତ. ଅ)
[ସମ୍ପାଦନା]- ୧. ଧନ ଦାନକାରୀ; ମୁକ୍ତହସ୍ତ; ଦାତା — ୧. Bestowing wealth; munificent; liberal.
- ୨. ଯଦ୍ଦ୍ୱାରା ଧନ ଲାଭ ହୁଏ —୨. Wealth-giving.
ସଂସ୍କୃତ - ବିଶେଷ୍ୟ - (ଧନ+ଦୈ ଧାତୁ=ପାଳନ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. କୁବେର —୧. Kubera.
- ୨. ହିଞ୍ଜଳ ବୃକ୍ଷ (ଦେଖ) - —୨. Hin̄jala tree (See)