ଧନହର

ଉଇକିଅଭିଧାନ‌ରୁ

ଧନହର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଧନହାରକ, ଧନହାରୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ.—(ଧନ+ହୁ ଧାତୁ= ହରଣ କରିବା+କର୍ତ୍ତୃ. ଅ)[ସମ୍ପାଦନା]

ଯେ ପରର ଧନ ହରଣ କରେ — Stealing the wealth of another.

ଧନହରୀ; ଧନହାରିକା, ଧନହାରିଣୀସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଡକାଇତ; ଲୁଟିଆରା — ୧. Robber; dacoit.
୨. ଚୋର ନାମକ ଗନ୍ଧ ଦ୍ରବ୍ୟ — ୩. A kind of medicinal scent.