ଧନା

ଉଇକିଅଭିଧାନ‌ରୁ

ଧନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷଣ - (ସଂସ୍କୃତ - ଧନାତ୍ୟ)

ମହାଧନୀ — Very rich.

(ଯଥା—ଧନା ଶେଠ)

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

୧. (ବ୍ୟଙ୍ଗ୍ୟ) ଶିଶ୍ନ — ୧. Penis; male organ.
୨. ଧନେଶ୍ୱରର ଡାକ ନାମ — ୨. Name for calling Dhaneṡwara.