ଧନାଧିକାର
ଦେଖଣା
ଧନାଧିକାର
ଉଚ୍ଚାରଣ
[ସମ୍ପାଦନା](ଧନାଧିକିରୀ—ବିଣ)
(ଧନଧିକାରିଣୀ—ବିଶେଷଣ - ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଧନ+ଅଧିକାର)
[ସମ୍ପାଦନା]- ୧. ଧନରେ ସ୍ୱତ୍ୱ ବା କ୍ଷମତା — ୧. Right and title to riches or wealth.
- ୨. ଉତ୍ତରାଧିକାରୀ ରୂପେ ଧନପ୍ରାପ୍ତି — ୨. Devolution of property by inheritance.
- ୩. ଧନପ୍ରାପ୍ତି —୩. Aquisition of wealth.
- ୪. ଧନଭୋଗ —୪. Enjoyment of property; possession of wealth.