ଧନାଧିକାର

ଉଇକିଅଭିଧାନ‌ରୁ

ଧନାଧିକାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନାଧିକିରୀ—ବିଣ)

(ଧନଧିକାରିଣୀ—ବିଶେଷଣ - ସ୍ତ୍ରୀ)

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଧନ+ଅଧିକାର)[ସମ୍ପାଦନା]

୧. ଧନରେ ସ୍ୱତ୍ୱ ବା କ୍ଷମତା — ୧. Right and title to riches or wealth.
୨. ଉତ୍ତରାଧିକାରୀ ରୂପେ ଧନପ୍ରାପ୍ତି — ୨. Devolution of property by inheritance.
୩. ଧନପ୍ରାପ୍ତି —୩. Aquisition of wealth.
୪. ଧନଭୋଗ —୪. Enjoyment of property; possession of wealth.