ଧନାଶା

ଉଇକିଅଭିଧାନ‌ରୁ

ଧନାଶା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନ+ଆଶା)[ସମ୍ପାଦନା]

୧. ଧନଲୋଭ —୧. Avarice
୨. ଧନତୃଷ୍ଣା —୨. Thirst for wealth.
୩. ଧନ ମିଳିବାର ଆଶା — ୩. Prospect of acquisition of wealth.