ଧନିଆ

ଉଇକିଅଭିଧାନ‌ରୁ

ଧନିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନିୟାଁ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଧନିକ) ଧଣିଆ (ଦେଖ) - ୧. Dhaṇiā (See)
୨. (ସଂସ୍କୃତ - ଧନିକା=ଯୁବତୀ) ଧନି (ଦେଖ) - ୨. Dhani (See)

ଧନିଆ ଧମକଧମେଇଲା ସାଉଁଳି ନାକରେ ଜାଉଁଳି ଗୁଣା, ମାରି ତ ପକେଇଲା ଢଗ