ଧନିଆଁ ଫାଳ
ଦେଖଣା
ଧନିଆଁ ଫାଳ
ଉଚ୍ଚାରଣ
[ସମ୍ପାଦନା](ଧନିଆମାଳ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)
[ସମ୍ପାଦନା]ଫାଳେ ଧନିଆଁରୁ ଚାଉଳ ବାହାର କରି ନେଲେ ଯେଉଁ ଫମ୍ପା ଚୋପା— ରହେ, ସେହି ଆକାରରେ ସୁନାପତ୍ରରେ ତିଆରି ହେଇଥିବା ବେକର ଅଳଙ୍କାର ବିଶେଷ — A kind of necklace of which the beads are like split coriander seds.
[ଦ୍ରଷ୍ଟବ୍ୟ —ଫାଳ ଧନିଆର ଚୋପା ଆକୃତିର ଅନେକଗୁଡ଼ିଏ ସୁନାର ଦାନାରେ ଛିଦ୍ରଯୁକ୍ତ ଭୁଣ୍ଡି ଲଗାଇ ଅନେକ ଗୁଡ଼ିଏ ଦାନା ଗୁନ୍ଥି ଗୋଟିଏ ହାର କରାଯାଏ; ଧନିଆଫାଳ ଅପେକ୍ଷା ବଡ଼ ଦାନାର ମାଳକୁ ହରଡ଼ଫାଳିଆ ମାଳ କହନ୍ତି]