ଧନୁ

ଉଇକିଅଭିଧାନ‌ରୁ
  1. କୋଦଣ୍ଡଧନୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନୁସ୍, ଧନୁଃ—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଧନ୍ ଧାତୁ=ନିକ୍ଷେପ କରିବା+କର୍ତ୍ତୃ. ଉ, ଉସ୍)[ସମ୍ପାଦନା]

୧. କୋଦଣ୍ଡ; କାର୍ମୁକ; ଶରାସନ —୧. A bow.
୨. ବାଟୁଳିଖଡ଼ା —୨. A bow. used for throwing small balls of earth to a distance.
୩. (ଜ୍ୟୋତିଷ) ନବମ ରାଶି — ୩. The ୯th sign of the zodiac; Sagittarius.
୪. ଚାରିହସ୍ତ ପରିମାଣ; ଦୁଇ ଗଜ — ୪. A lineal measure of ୪ cubits of ୨ yards.
୫. ତୁଳା ଭିଣିବାର କୋଦାଣ୍ଡାରକାର ଯନ୍ତ୍ର ବା ନାଠୀ — ୫. A cotton-carding bow.
୬. ସୌରମାନ ପୌଷମାସ — ୬. The solar month of P&aline;&uline;sha.

[ଦ୍ରଷ୍ଟବ୍ୟ —ପୌଷମାସରେ ସୂର୍ଯ୍ୟୋଦୟ ଧନୁ ଲଗ୍ନରେ ହୁଏ]

୭. ପିୟାଳ ଗଛ —୭. Buchanonia Latifolia (tree).
୮. ଗୋଲ କ୍ଷେତ୍ରର ଅଧେ ଅପେକ୍ଷା କମ କ୍ଷେତ୍ର(ହିନ୍ଦୀ - ଶ) — ୮. A plot of land which is smaller than a semicircle.
୯. (ଜ୍ୟାମିତି) ବୃତ୍ତାର୍ଦ୍ଧ ଅପେକ୍ଷା କମ ବିସ୍ତାରର ପରିଧି — ୯. Arc of a circle.
୧. ହଠଯୋଗର ଆସନବିଶେଷ (ହିନ୍ଦୀ - ଶ) — ୧୦. A kind of posture in J̄oga-exercise.

[ ଦ୍ର—ଧନୁର ଭିନ୍ନ ଭିନ୍ନ ଅଂଶ—ଦଣ୍ଡ, କାଣ୍ଡ =Bow; ଗୁଣ, ତନ୍ତୁ =Bow string; ଧନୁର ଅଗ୍ରଭାଗ, କୋଟୀ = the horns of a bow.

ଧନୁ ମାରିବାର ଶବ୍ଦ ବା ଟଙ୍କାର —Twang of bow.]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚାରିକୋଶ ଦୁରତ୍ୱ —A distance of ୮ miles.

ଅତ୍ୟନ୍ତ ହୋଇଣ ଅରତ; ବାହୁଡ଼ିଗଲା ଧନୁ ସାତ ଜଗନ୍ନାଥ, ଭାଗବତ