ଧନୁ
ଦେଖଣା
- କୋଦଣ୍ଡଧନୁ
ଉଚ୍ଚାରଣ
[ସମ୍ପାଦନା](ଧନୁସ୍, ଧନୁଃ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଧନ୍ ଧାତୁ=ନିକ୍ଷେପ କରିବା+କର୍ତ୍ତୃ. ଉ, ଉସ୍)
[ସମ୍ପାଦନା]- ୧. କୋଦଣ୍ଡ; କାର୍ମୁକ; ଶରାସନ —୧. A bow.
- ୨. ବାଟୁଳିଖଡ଼ା —୨. A bow. used for throwing small balls of earth to a distance.
- ୩. (ଜ୍ୟୋତିଷ) ନବମ ରାଶି — ୩. The ୯th sign of the zodiac; Sagittarius.
- ୪. ଚାରିହସ୍ତ ପରିମାଣ; ଦୁଇ ଗଜ — ୪. A lineal measure of ୪ cubits of ୨ yards.
- ୫. ତୁଳା ଭିଣିବାର କୋଦାଣ୍ଡାରକାର ଯନ୍ତ୍ର ବା ନାଠୀ — ୫. A cotton-carding bow.
- ୬. ସୌରମାନ ପୌଷମାସ — ୬. The solar month of P&aline;&uline;sha.
[ଦ୍ରଷ୍ଟବ୍ୟ —ପୌଷମାସରେ ସୂର୍ଯ୍ୟୋଦୟ ଧନୁ ଲଗ୍ନରେ ହୁଏ]
- ୭. ପିୟାଳ ଗଛ —୭. Buchanonia Latifolia (tree).
- ୮. ଗୋଲ କ୍ଷେତ୍ରର ଅଧେ ଅପେକ୍ଷା କମ କ୍ଷେତ୍ର(ହିନ୍ଦୀ - ଶ) — ୮. A plot of land which is smaller than a semicircle.
- ୯. (ଜ୍ୟାମିତି) ବୃତ୍ତାର୍ଦ୍ଧ ଅପେକ୍ଷା କମ ବିସ୍ତାରର ପରିଧି — ୯. Arc of a circle.
- ୧. ହଠଯୋଗର ଆସନବିଶେଷ (ହିନ୍ଦୀ - ଶ) — ୧୦. A kind of posture in J̄oga-exercise.
[ ଦ୍ର—ଧନୁର ଭିନ୍ନ ଭିନ୍ନ ଅଂଶ—ଦଣ୍ଡ, କାଣ୍ଡ =Bow; ଗୁଣ, ତନ୍ତୁ =Bow string; ଧନୁର ଅଗ୍ରଭାଗ, କୋଟୀ = the horns of a bow.
ଧନୁ ମାରିବାର ଶବ୍ଦ ବା ଟଙ୍କାର —Twang of bow.]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚାରିକୋଶ ଦୁରତ୍ୱ —A distance of ୮ miles.
ଅତ୍ୟନ୍ତ ହୋଇଣ ଅରତ; ବାହୁଡ଼ିଗଲା ଧନୁ ସାତ ଜଗନ୍ନାଥ, ଭାଗବତ