Jump to content

ଧନୁକ

ଉଇକିଅଭିଧାନ‌ରୁ

ଧନୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଧନୁ+ସ୍ୱାର୍ଥେ. କ)

[ସମ୍ପାଦନା]

ଧନୁ —Bow.

ସଂସ୍କୃତ - ବିଶେଷ୍ୟ - (ଧନୁ+କ)

[ସମ୍ପାଦନା]

ଧନୁର୍ଦ୍ଧର ବ୍ୟକ୍ତି —An archer; bowman.

୨. ଚାରିକୋଶ ଦୁରତ୍ୱ —୨. A distance of ୮ miles.
୩. ବେହେଲାର ଛଡ଼ —୩. The bow of a violin.